ବାହାର ଚିଲକା Bāhāra chilakā

  • ପ୍ରାଦେ. (ଚିଲିକା ଅଞ୍ଚଳ) ବି. — ଗହୀର ଚିଲିକା; ହ୍ରଦର କୂଳରୁ ଛାଡ଼ି ଦୂରଦେଶସ୍ଥ ଅଂଶ — The outer Chilika lake; the portion of the Chilika lake lying far away from the shore
  • ପ୍ରାଦେ. (ଚିଲିକା ଅଞ୍ଚଳ) ବି. — [ଦ୍ର—ଚିଲିକା ହ୍ରଦର ଯେଉଁ ଅଂଶ ଖରାଦିନେ ନାବ୍ୟ, ଅର୍ଥାତ୍ ଯେଉଁଠାରେ ଖରାଦିନେ ଏକପୁରୁଷରୁ ବେଶି ପାଣି ରହେ ତାକୁ ବାହାର ଚିଲିକା ବୋଲାଯାଏ।]