ବାହାଣ Bāhāṇa
- ଦେ. ବି (ସଂ. ବହନ; ବାହନ) — ମାଛ ଧରିବା ପାଇଁ ମନୁଷ୍ୟ ଡଙ୍ଗାଉପରେ ଥାଇ ଡଙ୍ଗା କ୍ରମଶଃ ଅଗ୍ରସର ହେଉ ହେଉ ଜାଳକୁ କ୍ରମଶଃ ପାଣିରେ ମେଲିବା ପ୍ରକ୍ରିୟା — The spreading of nets by fishermen in deep water from boats taken along the track on which the net is to be laid
- ଦେ. ବି (ସଂ. ବହନ; ବାହନ) — ବୁହାଇବା; ବହନ କରିବା — Crrying
- ଦେ. ବି (ସଂ. ବହନ; ବାହନ) — ବାହାଣିଆ (ଦେଖ) — Bāhāṇiā (See)
- ଦେ. ବି (ସଂ. ବହନ; ବାହନ) — ଡଙ୍ଗାକୁ କାତ ଆଦି ଦ୍ୱାରା ଚଳାଇବା — The plying of a boat
- ଦେ. ବି (ସଂ. ବହନ; ବାହନ) — ତିରସ୍କାର; ଗାଳି — Abuse
- ବିଣ. (ସଂ. ନାମ) — ବାଆଁ ପାଖରେ ଯୋଚା ଯାଇଥିବା (ବଳଦ); ବାଆଁଣ — (a bullock) Yoked to the left side of the plough or cart
- ବିଣ. (ସଂ. ନାମ) — ବାମପାର୍ଶ୍ୱସ୍ଥ — Pertaining of the left side