ବାହାଡ଼ା ଘିଅ Bāhāṟḍ̠ā ghia
- ପ୍ରାଦେ. (ଗାଙ୍ଗପୁର ଓ ସମ୍ବଲପୁର) ବି — ବାହାଡ଼ ମଞ୍ଜିରୁ ପ୍ରସ୍ତୁତ ତୈଳ — The oil produced from Bāhāṟḍ̠ā seeds
- ପ୍ରାଦେ. (ଗାଙ୍ଗପୁର ଓ ସମ୍ବଲପୁର) ବି — [ଦ୍ର—ବାହାଡ଼ା ମଞ୍ଜି ଭିତରର ଶସକୁ କୁଟି ତାକୁ ଜଡା଼ ତେଲ ରାନ୍ଧିବା ପରି ଚୁଲିରେ ବସାଇଲେ ତହିଁରୁ ଘିଅ ପରି ବସ୍ତୁ ବାହାରେ। ତହିଁରେ ପିଠା ଇତ୍ୟାଦି ଛଣାଯାଏ, ତରକାରୀ ଆଦି ବଘରା ଯାଏ ଓ ସେ ଘିଅ ମଧ୍ୟ ଭାତରେ ଖିଆଯାଏ।]