ବାହାଦୁରି Bāhāduri
- ବୈଦେ. ବି—(ଫା. ବାହାଦୁରୀ) — ବାହାଦୁର ପଣ (ଦେଖ) — 1. Bāhādura paṇa (See)
- ବୈଦେ. ବି—(ଫା. ବାହାଦୁରୀ) — ବାହାଦୁରି ନେବା ଆଶାରେ ହୋଇ ଅଛ ବାହାର—ରାଧାନାଥ ବ୍ୟଙ୍ଗ କବିତା।
- ବୈଦେ. ବି—(ଫା. ବାହାଦୁରୀ) — ବାହାଦୁର ଉପାଧି — Title of Bahadoor
- ବିଣ. — ବୀରତ୍ୱପୂର୍ଣ୍ଣ; ପୌରୁଷପୂର୍ଣ୍ଣ — Full of valour, chivalrous
- ବିଣ. — ବୀରଯୋଗ୍ୟ — Befitting a hero
- ପ୍ରାଦେ—(ଯାଜପୁର) ବି — ପ୍ରତିମାଦିର ମେଢ଼ ଉପରେ ଖଞ୍ଜା ଯିବା ଜରି କାମ — Lace work on the framework of images