ବାହାଦଣ୍ଡା Bāhādaṇḍā

  • ଦେ. ବି. (ସଂ. ବାହୁଦଣ୍ଡ) — ବାହୁଦଣ୍ଡ — The arm
  • ଦେ. ବି. (ସଂ. ବାହୁଦଣ୍ଡ) — ପ୍ରସାରିତ ବାହୁ — The extended arm
  • ଦେ. ବି. (ସଂ. ବାହୁଦଣ୍ଡ) — ବାହୁଦ୍ୱାରା ଆଘାତ; ବାହାପଟ — A stroke with the blade of the arm
  • ଦେ. ବି. (ସଂ. ବାହୁଦଣ୍ଡ) — ଭାରି ବସ୍ତୁ ଟେକିବା ପାଇଁ ଦୁଇ ଜଣଙ୍କ ବାହୁର ପରସ୍ପର ଖିଳନ — Intertwining of the arms of two persons for lifting a heavy thing