ବାହାଡ଼ା ଆଙ୍ଗୁଳି Bāhāṟḍ̠ āṅguḻi

  • ଦେ. ବି. (ସଂ. ବର୍ତ୍ତିତ+ଅଙ୍ଗୁଳି) — ଗୋଡ଼ର ବା ହାତର ପାଞ୍ଚ ଆଙ୍ଗୁଠି ପାଖରେ ବାହାରିଥିବା ଅଧିକା ଆଙ୍ଗୁଠି — The unnecessary additional finger in a hand or leg