ବାଳୁତ Bāḻuta

  • ଗ୍ରା. ବି. ପୁଂ—(ସଂ. ବାଳ) — ବାଳକ — Boy
  • ଗ୍ରା. ବି. ପୁଂ—(ସଂ. ବାଳ) — ଜାଣି ବାଳୁତ କାଳୁ ଲବଣୀ ହାଣ୍ଡି ତଳୁ ଧରି ପାଶରେ ଦୃଢ଼େ ଭିଡ଼ି। କବିସୂର୍ଯ୍ୟ. ସଙ୍ଗୀତ।
  • ଗ୍ରା. ବି. ପୁଂ—(ସଂ. ବାଳ) — ପୁଂ ସନ୍ତାନ — Male child
  • ଗ୍ରା. ବି. ପୁଂ—(ସଂ. ବାଳ) — ଶିଶୁ — Child
  • ଗ୍ରା. ବି. ପୁଂ—(ସଂ. ବାଳ) — ଯେସନେ ରଜବୀର୍ଯ୍ଯଯୁକ୍ତ ତହିଁରୁ ଉପୁଜେ ବାଳୁତ। ପ୍ରାଚୀ. ନିର୍ଗୁଣ ମାହାତ୍ନ୍ୟ।
  • ବିଣ. — ଅଳ୍ପବୟସ୍କ; ବାଲ୍ୟ — Of tender age
  • ବିଣ. — ଶିଶୁ ପରି ଜ୍ଞାନହୀନ — Ignorant as a child
  • ବିଣ. — ଶିଶୁଜନୋଚିତ — Childish; childlike