ବାଳୁ ବାଳୁ Bāḻ bāḻu

  • ଦେ. ବିଣ. —(ସଂ. ବାଳମୟ) — ଯାହାର ଶରୀରରେ ଅଧିକ ପରିମାଣରେ କେଶ ଜନ୍ମି ଥାଏ — Having a hairy body
  • ଦେ. ବିଣ. —(ସଂ. ବାଳମୟ) — ବାଳୁଆ; କେଶମୟ — Hairy
  • ଦେ. ବିଣ. —(ସଂ. ବାଳମୟ) — ବହୁକେଶମିଶ୍ରିତ — Mixed with a quantity of hair
  • ଦେ. ବିଣ. —(ସଂ. ବାଳମୟ) — ବାଳ ପରି ଅଳିଆ — Tangled like hair
  • ବି. — ସମ୍ବାଳୁଆ ପୋକ — The wooly bear; wooly caterpillar
  • ବି. — ଏକ ପ୍ରକାର ଲାଳଯୁକ୍ତ ଶାଗ — A kind slimy of potherb
  • ବି. — [ଦ୍ର—ଏ ଶାଗରେ କାଣ୍ଡ ନାଲି, ପତ୍ର ବିରି ଫାଳ ପରି ଛୋଟ ଓ ମୋଟ; ଏ ଗଛ ମାଟିରେ ମନ୍ଦା ମନ୍ଦା ହୋଇ ବଢ଼େ।]