ବାଳୁତ ବିବାହ Bāḻuta bibāha

  • ଗ୍ରା. ବି— (ସଂ. ବାଲ୍ୟ ବିବାହ) — ଅପ୍ରାପ୍ତବୟସ୍କ ବାଳକ ଓ ବାଳିକାଙ୍କର ବିବାହ; ବାଲ୍ୟ ବିବାହ — Child marriage