ବାଳୁତ କନ୍ୟା Bāḻuta kanyā

  • ଗ୍ରା. ବି — ଶିଶୁ ବାଳିକା — A girl who is a mere child
  • ଗ୍ରା. ବି — ଯେଉଁ ବାଳିକା ରଜସ୍ୱଳା ହେବା ପୂର୍ବରୁ ବିବାହିତା ହୁଏ — A girl given in marriage before. attaining puberty