ବାଳ ବଚା Bāḻa bachā

  • ଦେ. ବି (ସହଚର ଶବ୍ଦ; ସଂ. କାଳ ଓ ବତ୍ସ; ହିନ୍ଦିରୁ ଅନୁକୃତ) — ପିଲାପିଲି — Children
  • ଦେ. ବି (ସହଚର ଶବ୍ଦ; ସଂ. କାଳ ଓ ବତ୍ସ; ହିନ୍ଦିରୁ ଅନୁକୃତ) — ଆପଣାର ସନ୍ତାନସନ୍ତତି — One's own children
  • ଦେ. ବି (ସହଚର ଶବ୍ଦ; ସଂ. କାଳ ଓ ବତ୍ସ; ହିନ୍ଦିରୁ ଅନୁକୃତ) — ସନ୍ଧ୍ୟା ନ ହେଉଣୁ କାଲି ବାଳବଚ୍ଚା ସହ ତାର ଛେଦ ହେବ ଗଳା—ଭିକାରୀ. କଟବିଜୟ।
  • ଦେ. ବି (ସହଚର ଶବ୍ଦ; ସଂ. କାଳ ଓ ବତ୍ସ; ହିନ୍ଦିରୁ ଅନୁକୃତ) — ପରିବାର — Family