ବାଳ ପାଶ୍ୟା Bāḻa pāṡyā

  • ସଂ. ବି. (ବାଳ=କେଶ+ପାଶ+ଯ+ଆ) — ଲଲାଟ ଭୂଷଣ; ଅଳକାପାଟି — An ornament for the brow
  • ସଂ. ବି. (ବାଳ=କେଶ+ପାଶ+ଯ+ଆ) — ସୀମନ୍ତ — The ringlets of small hair hanging down the brow