ବାଳ ବଢୁଣୀ Bāḻa baṟḍ̠ẖuṇī

  • ଦେ. ବି (ସଂ. ବାଳ ଓ ବର୍ଧନୀ) — ଶତାବରୀ ଗଛ — The asparagus
  • ଦେ. ବି (ସଂ. ବାଳ ଓ ବର୍ଧନୀ) — [ଦ୍ର—ଏହାର ଡାଳ ମୁଣ୍ଡରେ ଖୋସିଲେ ମସ୍ତକରେ କେଶ ବୃଦ୍ଧି ପାଏ ବୋଲି ସ୍ତ୍ରୀଲୋକଙ୍କ ବିଶ୍ୱାସ।]
  • ଦେ. ବି (ସଂ. ବାଳ ଓ ବର୍ଧନୀ) — କେଶ ବୃଦ୍ଧିକାରକ ଔଷଧ — A preparation which causes the hair to grow