ବାଳ ବଙ୍କା ହେବା Bāḻa baṅkā hebā

  • ଦେ. ବି. (ଇତର ବ୍ୟବହୃତ) — କୌଣସି ବ୍ୟକ୍ତିର ସାମାନ୍ୟ ମାତ୍ର ଅନିଷ୍ଟ ହେବା — The happening of the slightest injury to a person (e.g. touching the hair of a person's head and making it bend a little)