ବାଳ ବଢ଼ାଇବା Bāḻa baṟḍ̠ẖāibā

  • ଦେ. କ୍ରି. (ସଂ. ବାଳ+ବର୍ଧନ) — ବାଳକୁ ନ କାଟି ଲମ୍ବ ହେବାକୁ ଛାଡ଼ି ଦେବା — 1. To let one's hair grow long (without cutting it)
  • ଦେ. କ୍ରି. (ସଂ. ବାଳ+ବର୍ଧନ) — ଔଷଧ ବା ତୈଳାଦି ପ୍ରୟୋଗଦ୍ୱାରା କେଶ ବୃଦ୍ଧି ହେବା ଉପାୟ କରିବା — To make one's hair grow long by application of medicated oil etc