ବାଲେୟ Bāḻeya
- ସଂ. ବିଣ. —(ବାଳ+ଯୁକ୍ତାର୍ଥେ. ଏୟ) — ବାଳକ ପରି ମୃଦୁ ବା କୋମଳ — Soft or delicate like a child
- ସଂ. ବିଣ. —(ବାଳ+ଯୁକ୍ତାର୍ଥେ. ଏୟ) — ବାଳକ ପକ୍ଷରେ ହିତକର — Beneficial to children
- ସଂ. ବିଣ. —(ବାଳ+ଯୁକ୍ତାର୍ଥେ. ଏୟ) — (ବଳି+ଏୟ) ପୂଜାର ଉପଯୁକ୍ତ — Fit to be given as an offering
- ବି. — ଗର୍ଦ୍ଦଭ; ଗଧ — Ass
- ବି. — ଦୈତ୍ୟବିଶେଷ — Name of a demon
- ବି. — ଅଙ୍ଗାରବଲ୍ଲରୀ;ବ୍ରାହ୍ମଣଝାଟିଆ — Siphonanthus Indica (plant)
- ବି. — ପୁତ୍ର (ହି. ଶ) — Son
- ବି. — ଚାଉଳ (ହି. ଶ) — Rice