ବାଲେଶ୍ୱରୀ Bāleṡwarī
- ଦେ. ବି — ମେଦିନୀପୁର ଅଞ୍ଚଳରୁ ଆସୁଥିବା ଏକପ୍ରକାର ଧୂଆଁ ପତ୍ର — A kind of tobacco; Nictotina Tabacum (Haines)
- ଦେ. ବି — [ଦ୍ର—ଏହା ପୂର୍ବେ ବାଲେଶ୍ୱର ବନ୍ଦର ବାଟେ ଏ ଦେଶକୁ ଆସୁଥିବାରୁ ଏହି ନାମ ହୋଇଅଛି।]
- ବିଣ — ବାଲେଶ୍ୱରବାସୀ — Resident of Balasore
- ବିଣ — ବାଲେଶ୍ୱରରେ ନିର୍ମିତ — Made in Balasore