ବାଲୁସାଇ Bālu sāi

  • ଦେ. ବି — ଗୋଲାକାର ମିଠା ଗଜାବିଶେଷ — A kind of sweetment
  • ଦେ. ବି — [ଦ୍ର—ଅଟା ବା ମଇଦାକୁ ପାଣିରେ ଚକଟି ତାକୁ ଟିକିଆ ପରି ବଳି ଘିଅରେ ଭାଜି ସିରାରେ ବୁଡ଼ାଇ ଏହା ପ୍ରସ୍ତୁତ କରାଯାଏ।]