ବାଲୁବାଲୁଆ Bālu bāluā
- ଦେ. ବିଣ. — ଅନେକ ସ୍ଥାନରେ କଦର୍ଯ୍ଯ ଭାବରେ ବୋଳା ହୋଇଥିବା; ଚିକିଟିଆ; ଅଠାଳିଆ — 2. Sticky
- ଦେ. ବିଣ. — କଦର୍ଯ୍ଯରୂପେ ଲିଖିତ — Clumsily written; slovenly written
- ବି. — ବାଳୁବାଳୁଆ ଶାଗ — A kind of potherb
- ବି. — [ଦ୍ର—ଏହାର ମୂଳ ବାଟି ବଥ ଉପରେ ଦେଲେ ବଥ ଫାଟି ଯାଏ। ଏହା ବାଟିଲେ ଲାଳୁଆ ହୁଏ।]