ବାଲେଈ Bāleī

  • ଦେ. ବିଣ. ସ୍ତ୍ରୀ — ଓଲୁ — Idiotic; foolish
  • ଦେ. ବିଣ. ସ୍ତ୍ରୀ — ଯେ କଦର୍ଯ୍ଯରୂପରେ ଓ ଅପରିଷ୍କୃତ ଭାବରେ ଖାଏ ଓ ଅନ୍ୟାନ୍ୟ କାର୍ଯ୍ୟ କରେ — (a woman) Eating and acting in a clumsy manner
  • ଦେ. ବିଣ. ସ୍ତ୍ରୀ — ପେଟୁ (ସ୍ତ୍ରୀ) — Gluttonous (woman)
  • ଦେ. ବିଣ. ସ୍ତ୍ରୀ — [ଦ୍ର—ଏ ଶବ୍ଦର ପୁଂଲିଙ୍ଗ ଆକାରର ବ୍ୟବହାର ନାହିଁ।]