ବାରକ Bāraka
- ସଂ. ବିଣ. ପୁଂ (ବୃ ଧାତୁ ଣିଚ୍; ବାରି ଧାତୁ=ବାରଣ କରିବା+କର୍ତ୍ତୃ. ଅକ) — ନିବାରକ; ନିଷେଧକ — Preventing; prohibiting
- ବି. — ଅଶ୍ୱବିଶେଷ — A kind of pony
- ବି. — ଘୋଡ଼ାର କଦମ୍ ଚାଲି (ହି. ଶ) — Canter of a horse. (Apte)
- ବି. — କଷ୍ଟର ବା ବ୍ଯଥାର ସ୍ଥାନ — The seat of pain (Apte)
- ବି. — ସୁଗନ୍ଧବିଶେଷ; ବାଳ — A kind of perfume (Apte)