ବାର ହାଣ୍ଡିଆ Bāra hāṇḍiā

  • ଦେ. ବିଣ — ଯେ ଏକ ସ୍ଥାନରେ ସ୍ଥିର ହୋଇ ନ ରହି, ବାର ଯାଗାରେ ଅର୍ଥାତ୍ ବହୁ ସ୍ଥାନରେ ହାଣ୍ଡି କରି ଖାଦ୍ୟ ଦ୍ରବ୍ୟ ପାକ କରେ — Constantly moving one's lodgings; having no settled place of residence
  • ବି — ବନ୍ଦୋବସ୍ତ ସମ୍ପର୍କରେ ବାଉଣ୍ଡରି ମାପ କରିବା ଅମୀନ — Boundary Surveyors in connection with the Revenue Settlement operation