ବାର ହାତ Bāra hāta

  • ଦେ. ବି — ବାର ହାତ ଦୈର୍ଘ୍ୟ — A length of 2 cubits (more than 6 yards)
  • ଦେ. ବି — ବହୁ ବ୍ୟକ୍ତିଙ୍କ ହସ୍ତ — Hands of many persons
  • ବିଣ — ବହୁ ଲୋକଙ୍କ ହାତରେ ପଡ଼ିବା — Handled by many persons
  • ବିଣ — (ଯଥା—ଅତି କ୍ଷୁଦ୍ର କ୍ଷୁଦ୍ର ମୁକ୍ତା ଗୁଡ଼ିକ ବାରହାତ ହେବାରୁ ବୁଣିଗଲା।)