ବାରକୀ Bārakī
- ସଂ. ବି. ପୁଂ (ବାରକ=ପ୍ରତି ବନ୍ଧକ+ଅଛି ଅର୍ଥରେ ଇନ୍) — ସମୁଦ୍ର — Ocean
- ସଂ. ବି. ପୁଂ (ବାରକ=ପ୍ରତି ବନ୍ଧକ+ଅଛି ଅର୍ଥରେ ଇନ୍) — ବାରୁଜୀବି; ବରୁଜୀ — A betel planter
- ସଂ. ବି. ପୁଂ (ବାରକ=ପ୍ରତି ବନ୍ଧକ+ଅଛି ଅର୍ଥରେ ଇନ୍) — ତାମ୍ବୁଳ ବିକ୍ରୟୀ — A seller of betel leaves
- ସଂ. ବି. ପୁଂ (ବାରକ=ପ୍ରତି ବନ୍ଧକ+ଅଛି ଅର୍ଥରେ ଇନ୍) — ଉତ୍କୃଷ୍ଟ ଘୋଟକ — An excellent steed
- ସଂ. ବି. ପୁଂ (ବାରକ=ପ୍ରତି ବନ୍ଧକ+ଅଛି ଅର୍ଥରେ ଇନ୍) — ଶତ୍ରୁ — Enemy; adversary
- ସଂ. ବି. ପୁଂ (ବାରକ=ପ୍ରତି ବନ୍ଧକ+ଅଛି ଅର୍ଥରେ ଇନ୍) — ପର୍ଣ୍ଣାଶୀ ଯତି (ହି. ଶ) — A sage subsisting on leaves only (Apte)
- ଦେ. ବି — ପାପବୃଦ୍ଧି ବାଳକ — Guilty-minded boy
- ଦେ. ବି — ବାରକୀର ବୁଦ୍ଧି ସେ ତାଙ୍କୁ ଚାହିଁ। ଭଞ୍ଜ ବୈଦେହୀଶବିଳାସ।