ବାର ହାତ କାକୁଡ଼ିର ତେର ହାତ ମଞ୍ଜି Bāra hāta kākuṟḍ̠iraterahāta man̄ji
- ଦେ. ଢଗ — ଅସମ୍ଭବ କଥା — A physically impossible thing (literally a seed measuring thirteen cubits contained in a fruits twelve cubits long)
- ଦେ. ଢଗ — ବାର ହାତ କାକୁଡ଼ିକୁ ତେର ହାତ ମଞ୍ଜି, କହି ଜାଣିଲେ ଫଳେ—ଢଗ।