ବାଧ୍ୟ Bādhya

  • ସଂ. ବିଣ. (ବାଧ୍ ଧାତୁ+କର୍ମ. ଯ) — ବାଧାଯୋଗ୍ୟ; ନିବାରଣଯୋଗ୍ୟ — Preventible
  • ସଂ. ବିଣ. (ବାଧ୍ ଧାତୁ+କର୍ମ. ଯ) — ବଶୀ— ଭୂତ; ଅନୁଗତ — Obedient; subservient
  • ସଂ. ବିଣ. (ବାଧ୍ ଧାତୁ+କର୍ମ. ଯ) — ଉପଯୁକ୍ତ; ଉପକାରଦ୍ୱାରା ଆବଦ୍ଧ — Obliged
  • ଦେ. ବିଣ (ସଂ. ବାଧିତ) — କୌଣସି କାର୍ଯ୍ୟ୍ଯ କରିବା ନିମନ୍ତେ ଆବଦ୍ଧ — Obliged to do a thing; compelled to do a thing
  • ଦେ. ବିଣ (ସଂ. ବାଧିତ) — ଚୁକ୍ତିଦ୍ୱାରା ଆବଦ୍ଧ — Bound by contract or promise