ବାଧିକିବା Bādhikibā

  • ଦେ. କ୍ରି — ପ୍ରାଣନ୍ତକ ପୀଡ଼ିତ ହେବା; ରୋଗଗ୍ର ସ୍ତହୋଇ ମୁମୂର୍ଷୁ ହେବା; କତରାଲାଗି ହେବା — To be in a dying condition on account of Protracted illness; to lie very seriously ill
  • ଦେ. କ୍ରି — ଅତ୍ୟନ୍ତ କ୍ଳାନ୍ତ ହେବା — To be over-fatigued