ବାଧ୍ୟତ୍ୱ Bādhyatwa

  • ସଂ. ବି.—(ବାଧ୍ୟ+ଭାବ. ତା) — ବଶ୍ୟତା — Subservience
  • ସଂ. ବି.—(ବାଧ୍ୟ+ଭାବ. ତା) — ଆଦେଶାନୁଗତ — Obedience
  • ସଂ. ବି.—(ବାଧ୍ୟ+ଭାବ. ତା) — ଯବରଦସ୍ତି — compulsion
  • ସଂ. ବି.—(ବାଧ୍ୟ+ଭାବ. ତା) — ବାରଣଯୋଗ୍ୟତା — Preventibleness
  • ସଂ. ବି.—(ବାଧ୍ୟ+ଭାବ. ତା) — ନିଷିଦ୍ଧତା — The state of being forbidden