ବାଧ୍ (ଧାତୁ) Bādh (root)
- ସଂ. — ବାଧା ଜନ୍ମାଇବା; ବାଧାଦେବା — To obstruct; to resist; to oppose
- ସଂ. — ପୀଡ଼ା ଦେବା — To give pain
- ସଂ. — ମନରେ ପୀଡ଼ା ଦେବା. — 2. To vex
- ସଂ. — ଆଘାତ କରିବା — To hurt; (Apte)
- ସଂ. — କ୍ଷତିଗ୍ରସ୍ଥ କରିବା; ଅପକାର କରିବା — To injure (Apte.)
- ସଂ. — ତଡ଼ି ଦେବା — To drive away; to expel. (Apte)