ବାଧ୍ୟତା Bādhyatā
- ସଂ. ବି.—(ବାଧ୍ୟ+ଭାବ. ତା) — ବଶ୍ୟତା — Subservience
- ସଂ. ବି.—(ବାଧ୍ୟ+ଭାବ. ତା) — ଆଦେଶାନୁଗତ — Obedience
- ସଂ. ବି.—(ବାଧ୍ୟ+ଭାବ. ତା) — ଯବରଦସ୍ତି — compulsion
- ସଂ. ବି.—(ବାଧ୍ୟ+ଭାବ. ତା) — ବାରଣଯୋଗ୍ୟତା — Preventibleness
- ସଂ. ବି.—(ବାଧ୍ୟ+ଭାବ. ତା) — ନିଷିଦ୍ଧିତା — The state of being forbidden