ବାଦକ Bādaka

  • ସଂ. ବିଣ. ପୁଂ. (ବଦ୍ ଧାତୁ ଣିଚ୍. ବାଦି ଧାତୁ+କର୍ତ୍ତୃ. ଅକ) — ଯେ ବଜାଏ; ବାଦ୍ୟକର — Musician
  • ସଂ. ବି — ବକ୍ତା — Speaker