ବାଦନା Bādanā

  • ସଂ. ବି. (ବାଦ୍ ଧାତୁ ଣିଚ୍+ଭାବ. ଅନ+ଆ) — ବାଦ୍ୟ ବଜାଇବା — Playing music
  • ସଂ. ବି. (ବାଦ୍ ଧାତୁ ଣିଚ୍+ଭାବ. ଅନ+ଆ) — (+କର୍ମ ଅନ) ବାଦ୍ୟଯନ୍ତ୍ର — Musical instrument