ବାଦବୁଦିଆ Bādabudiā

  • ଦେ. ବିଣ — (ଦୁଇଜଣ) ପରସ୍ପର ମଧ୍ୟରେ ବିବାଦ କରୁ— ଥିବା — Antagonistic; disputing with each other
  • ଦେ. ବିଣ — ପ୍ରତିଦ୍ୱନ୍ଦୀ — Rival; emulating one another; competing with each other
  • ଦେ. ବି. — ପ୍ରତିଦ୍ୱନ୍ଦିତା — Rivalry; competition; antagonism