ବାଦ ସାଧିବା Bāda sādhibā
- ଦେ. କ୍ରି. (ସଂ. ବାଦ ସାଧନ) — ଦାଉ ସାଧିବା; ପୂର୍ବର ଅଦଉତି ସୁଝିବା; ଅହନ୍ତା ନେବା — To feed fat one's old grudge; to satisfy one's grudge
- ଦେ. କ୍ରି. (ସଂ. ବାଦ ସାଧନ) — ଆକ୍ରୋଶ କରିବା; ଅହନ୍ତା ରଖିବା — To envy; to act maliciously; to have a grudge