ବାଦ ପକେଇବା Bāda pakeibā

  • ଦେ. କ୍ରି. — ପ୍ରତିଦ୍ୱନ୍ଦିତା କରିବା — To emulate; to rival
  • ଦେ. କ୍ରି. — ଜିଦି ମାରିବା; ପଣ କରିବା — To lay a wager