ବହୁଳତ୍ୱ Bahuḻatwa

  • ସଂ. ବି. [ବହୁଳ+ଭାବ. ତା (ତ୍ୱ)] — ବାହୁଲ୍ୟ; ଆଧିକ୍ୟ — Excess; multifariousness
  • ସଂ. ବି. [ବହୁଳ+ଭାବ. ତା (ତ୍ୱ)] — ପ୍ରାଚୁର୍ଯ୍ୟ — Abundance; copiousness