ବହୁଶଃ Bahuṡaḥ

  • ସଂ. କ୍ରି. ବିଣ. (ବହୁ+ଶସ୍) — ଅନେକବାର; ବାରଂବାର — Many a time; frequently; repeatedly
  • ସଂ. କ୍ରି. ବିଣ. (ବହୁ+ଶସ୍) — ବାହୁଲ୍ୟରୂପେ ପ୍ରକୃତରୂପେ — Abundantly; copiously
  • ସଂ. କ୍ରି. ବିଣ. (ବହୁ+ଶସ୍) — ସାଧାରଣତଃ — Generally