ବହୁଳୀଭୂତ Bahuḻībhūta

  • ସଂ. ବିଣ. (ବହୁଳ+ଅଭୁତ ତଭାବେ ଚ୍ୱି+ଭୂତ) — ବୃଦ୍ଧିପ୍ରାପ୍ତ — Increased
  • ସଂ. ବିଣ. (ବହୁଳ+ଅଭୁତ ତଭାବେ ଚ୍ୱି+ଭୂତ) — ସୁଦୂର ବିସୃତ — Wide spread
  • ସଂ. ବିଣ. (ବହୁଳ+ଅଭୁତ ତଭାବେ ଚ୍ୱି+ଭୂତ) — ସୁପ୍ରକଟିତ — Published broadcast
  • ସଂ. ବିଣ. (ବହୁଳ+ଅଭୁତ ତଭାବେ ଚ୍ୱି+ଭୂତ) — ସୁବିଖ୍ୟାତ — Made notorious or famous (Apte)