ବହୁଳୀକରଣ Bahuḻīkaraṇa

  • ସଂ. ବି. (ବହୁଳ+ଅଭୁତ ତଭାବେ. ଚ୍ୱି+କରଣ) — ବିସ୍ତାରିତ କରଣ — Expanding
  • ସଂ. ବି. (ବହୁଳ+ଅଭୁତ ତଭାବେ. ଚ୍ୱି+କରଣ) — ବୃଦ୍ଧିକରଣ — Multiplying
  • ସଂ. ବି. (ବହୁଳ+ଅଭୁତ ତଭାବେ. ଚ୍ୱି+କରଣ) — ଧାନ୍ୟାଦିର ନିସ୍ତୁଷୀକରଣ; ବେଙ୍ଗଳା ପକାଇ ବା ପଟା ଉପରେ ବାଡ଼େଇ ଧାନ କେଣ୍ଡାରୁ ଶସ୍ୟକୁ ପୃଥକ୍ କରି ଏକତ୍ର କରିବା — The winnowing of grains; the threshing of grains
  • ସଂ. ବି. (ବହୁଳ+ଅଭୁତ ତଭାବେ. ଚ୍ୱି+କରଣ) — ସାଧାରଣରେ ପ୍ରକଟିତ କରିବା — Promulgation; publication