ବହୁଳାଶ୍ୱ Bahuḻāṡwa

  • ସଂ. ବିଣ. ପୁଂ. (ବହୁବ୍ରୀହି; ବହୁଳ+ଅଶ୍ୱ) — ଯାହାର ଅନେକ ଘୋଡ଼ା ଅଛନ୍ତି — Owning many horses
  • ସଂ. ବି — ଜନକ ବଂଶୀୟ ଜନୈକ ରାଜା — Name of a king of Mithiḻā