ବହୁଫଳା Bahuphaḻā

  • ସଂ. ବି. ସ୍ତ୍ରୀ. [ବହୁବ୍ରୀହି; ବହୁ+ଫଳ+ସ୍ତ୍ରୀ. ଆ (ଈ)] — କ୍ଷୀରୀକା; କ୍ଷୀରକୋଳି ଗଛ — A tree bearing edible berries; Flacourtia Ramontchi
  • ସଂ. ବି. ସ୍ତ୍ରୀ. [ବହୁବ୍ରୀହି; ବହୁ+ଫଳ+ସ୍ତ୍ରୀ. ଆ (ଈ)] — ମାଷପର୍ଣ୍ଣୀ (ଲତା) (ଦେଖ) — Māsha parṇṇī (creeper) (See.)
  • ସଂ. ବି. ସ୍ତ୍ରୀ. [ବହୁବ୍ରୀହି; ବହୁ+ଫଳ+ସ୍ତ୍ରୀ. ଆ (ଈ)] — କାକା— ଦନୀ (ଗୁଳ୍ମ) — Caparis Separia (plant)
  • ସଂ. ବି. ସ୍ତ୍ରୀ. [ବହୁବ୍ରୀହି; ବହୁ+ଫଳ+ସ୍ତ୍ରୀ. ଆ (ଈ)] — କାକୁଡ଼ୀ — Cucumber
  • ସଂ. ବି. ସ୍ତ୍ରୀ. [ବହୁବ୍ରୀହି; ବହୁ+ଫଳ+ସ୍ତ୍ରୀ. ଆ (ଈ)] — କ୍ଷୁଦ୍ର କାରବେଲ୍ଲ; ଟୁଷୀ କଲରା — A small round species of memordica
  • ସଂ. ବି. ସ୍ତ୍ରୀ. [ବହୁବ୍ରୀହି; ବହୁ+ଫଳ+ସ୍ତ୍ରୀ. ଆ (ଈ)] — ଭୁମ୍ୟାମଳକୀ; ଭୁଇଁ ଅଅଁଳା — A medicinal plant
  • ସଂ. ବି. ସ୍ତ୍ରୀ. [ବହୁବ୍ରୀହି; ବହୁ+ଫଳ+ସ୍ତ୍ରୀ. ଆ (ଈ)] — ଅଅଁଳା ଗଛ — Embelic myrobolan tree
  • ସଂ. ବି. ସ୍ତ୍ରୀ. [ବହୁବ୍ରୀହି; ବହୁ+ଫଳ+ସ୍ତ୍ରୀ. ଆ (ଈ)] — ଡିମ୍ବିରିଗଛ — Fig tree