ବହୁପ୍ରଜ Bahupraja
- ସଂ. ବିଣ. ପୁଂ. (ବହୁବ୍ରୀହି; ବହୁ+ପ୍ରଜା) — ଅନେକ ସନ୍ତାନ ସନ୍ତତି ବିଶିଷ୍ଟ — Having many offsprings
- ସଂ. ବିଣ. ପୁଂ. (ବହୁବ୍ରୀହି; ବହୁ+ପ୍ରଜା) — ବହୁ ପ୍ରଜାବିଶିଷ୍ଟ — Populous
- ସଂ. ବିଣ. ପୁଂ. (ବହୁବ୍ରୀହି; ବହୁ+ପ୍ରଜା) — ଫଳବାନ୍; ବହୁଫଳ — Prolific
- ସଂ. ବି — ଶୂକର — Hog
- ସଂ. ବି — ମୁଞ୍ଜତୃଣ — The Munja grass