ବହୁବିଘ୍ନ Bahubighna

  • ସଂ. ବି. (କର୍ମଧା; ବହୁ+ବିଘ୍ନ) — ନାନାପ୍ରକାର ବାଧା — Many obstacles
  • ସଂ. ବିଣ. (ବହୁବ୍ରୀହି) — ନାନାବିଘ୍ନଯୁକ୍ତ — Attended with various obstacles