ବହୁବଳ Bahubaḻa

  • ସଂ. ବିଣ. (ବହୁବ୍ରୀହି; ବହୁ+ବଳ) — ବିଶେଷ ବଳଶାଳୀ; ଖୁବ୍ ବଳୁଆ — Very strong; mighty
  • ସଂ. ବି — ସିଂହ — Lion