ବହୁବିତ୍ Bahubit

  • ସଂ. ବିଣ. (ବହୁ+ବିଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ବହୁଜ୍ଞ — Wise; knowing many things
  • ସଂ. ବିଣ. (ବହୁ+ବିଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ଖୁବ୍ ପଣ୍ଡିତ — Very learned