ବହୁ ରୂପ Bahu rūpa

  • ସଂ. ବିଣ. (ବହୁବ୍ରୀହି; ବହୁ+ରୂପ) — ବହୁମୂର୍ତ୍ତିଧାରୀ; ବହୁବେଶଧାରୀ — Of various shapes; assuming different shapes; assuming different masks is disguise
  • ସଂ. ବି — ବିଷ୍ଣୁ — Bishṇu
  • ସଂ. ବି — କାମଦେବ — Cupid
  • ସଂ. ବି — ଶିବ — Ṡiba
  • ସଂ. ବି — ଝୁଣା — Resin
  • ସଂ. ବି — ନାସାରୋଗବିଶେଷ; ପୀନସ ରୋଗ — Polypus of the nose
  • ସଂ. ବି — ବୃକଲାଶ; ଏଣ୍ଡୁଅ — Chameleon
  • ସଂ. ବି — ବ୍ରହ୍ମା — Brahmā
  • ସଂ. ବି — କେଶ — Hair
  • ସଂ. ବି — ଯେଉଁ ବ୍ୟକ୍ତି ଲୋକ— ରଞ୍ଜନାର୍ଥ ନାନା ଛଦ୍ମ ବେଶ ଧାରଣ କରେ — A professional masker