ବହୁ ବ୍ୟୟସାଧ୍ୟ Bahu byaya sādhya

  • ସଂ. ବିଣ. ( 3 ୟା ତତ୍; ବହୁ ବ୍ୟୟ+ସାଧ୍ୟ) — ଯେଉଁ କାର୍ଯ୍ୟ ବହୁ ଧନ ବ୍ୟୟ କରିବାଦ୍ୱାରା ସିଦ୍ଧ ହୋଇପାରେ — Very costly or expensive