ବହୁ ବିବାହ Bahu bibāha

  • ସଂ. ବି — ଗୋଟିଏ ପୁରୁଷର ଏକାଧିକ ସ୍ତ୍ରୀଙ୍କୁ ବିବାହ କରିବା ବିଧି — Polygamy
  • ସଂ. ବି — ଜଣେ ସ୍ତ୍ରୀର ଅନେକ ପୁରୁଷଙ୍କୁ ବିବାହ କରିବା ପ୍ରଥା — Polyandry