ବହୁକଣ୍ଟକ Bahukaṇṭaka
- ସଂ. ବି. (ବହୁବ୍ରୀହି) — ଏକପ୍ରକାର କଣ୍ଟକୀ ଗୁଳ୍ମ — A prickly plant; Hedysarum Alhagi
- ସଂ. ବି. (ବହୁବ୍ରୀହି) — ହିନ୍ତାଳ — Marshy date tree; Phoenix or Elate Paludosa
- ସଂ. ବି. (ବହୁବ୍ରୀହି) — କ୍ଷୁଦ୍ର ଗୋକ୍ଷ୍ମରା ଗୁଳ୍ମ — A small medicinal plant; Ruellia Longifolia