ବହୁକ Bahuka

  • ସଂ. ବି. (ବହୁ+କ) — କର୍କଟ; କଙ୍କଡ଼ା — Crab
  • ସଂ. ବି. (ବହୁ+କ) — ଅର୍କ ବା ଆକନ୍ଦ ଗଛ — A plant; Asclepias Gigantea
  • ସଂ. ବି. (ବହୁ+କ) — ଦାତ୍ୟୂହ; ଡାହୁକ ପକ୍ଷୀ — The white-breasted water-hen
  • ସଂ. ବି. (ବହୁ+କ) — ଜଳଖାତକ; ଯେ ପୋଖରୀ ଖୋଳେ — Digger of a tank
  • ସଂ. ବି. (ବହୁ+କ) — ସୂର୍ଯ୍ୟ — The sun (Apte)
  • ସଂ. ବିଣ — ମହର୍ଗରେ କ୍ରୀତ — Dear-brought (Apte)